India vs England: ଆଜି ମୁହାଁମୁହିଁ ଭାରତ-ଇଂଲଣ୍ଡ, ବୁମରାଙ୍କ ସ୍ଥାନ ନେଲେ ଏହି ଖେଳାଳୀ...

ndia vs England: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ରାଞ୍ଚିରେ ଚାଲିଛି। ଭାରତୀୟ ଦଳ ଏହି ମ୍ୟାଚ ଜିତିବାକୁ ଏବଂ ସିରିଜକୁ କବଜା କରିବାକୁ ଜୋରଦାର ପ୍ରୟାସ ଚାଲିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍ ପ୍ରଥମେ ବୋଲ୍ଂ ପାଇଁ ସୁଯୋଗ ପାଇଛି।

India vs England: ଆଜି ମୁହାଁମୁହିଁ ଭାରତ-ଇଂଲଣ୍ଡ, ବୁମରାଙ୍କ ସ୍ଥାନ ନେଲେ ଏହି ଖେଳାଳୀ...

About the Author