IPL 2024: ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ହାର୍ଦ୍ଦିକ! ଦଳରୁ ବାଦ ପଡ଼ିପାରନ୍ତି ଏହି ଧୂଆଁଧାର ବ୍ୟାଟମ୍ୟାନ୍ସ

IPL 2024: କ୍ରିକେଟ୍ ର ମହାପର୍ବ କୁହାଯାଉଥିବା ଆଇପିଏଲ୍ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହେବ। ଏନେଇ ପ୍ରାୟ ୪ ମାସ ବାକି ରହିଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବର୍ତ୍ତମାନ ବିଭିନ୍ନ ଦଳରେ ଖେଳାଳି ଅଦଳବଦଳ ପ୍ରକ୍ରିୟା ଜାରି ରହିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

IPL 2024: ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ହାର୍ଦ୍ଦିକ! ଦଳରୁ ବାଦ ପଡ଼ିପାରନ୍ତି ଏହି ଧୂଆଁଧାର ବ୍ୟାଟମ୍ୟାନ୍ସ
Image Credit: ସୌ(ସୋସିଆଲ ମିଡିଆ)

About the Author