KKR vs RCB: ଆଜି ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଲଢେଇ, ପ୍ରତିଶୋଧ ଲକ୍ଷ୍ୟରେ RCB

KKR vs RCB 2024: ରବିବାର ଆଇପିଏଲରେ ଖେଳାଯିବ ୨ଟି ହାଇଭେଲଟେଜ ମ୍ୟାଚ୍ । ଅପରାହ୍ନ ୩ଟା ୩୦ ମିନିଟ୍ ରେ ଇଡ଼େନ ଗାର୍ଡ଼ନରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (kkR vs RCB)। ତେବେ ଏହି ମ୍ୟାଚ୍ ଆରସିବି ପାଇଁ ବେଶ ଗୁରୁ୍ତ୍ବପୂର୍ଣ୍ଣ ହେବାକୁ ଯାଉଛି ।

KKR vs RCB: ଆଜି ନାଇଟ ରାଇଡ଼ର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଲଢେଇ, ପ୍ରତିଶୋଧ ଲକ୍ଷ୍ୟରେ RCB

About the Author