IND Vs SA Score: ଭାରତର ସହଜ ବିଜୟ
Advertisement

IND Vs SA Score: ଭାରତର ସହଜ ବିଜୟ

India Vs South Africa: କୋଲକାତାର ଇଡେନ ଗାର୍ଡେନରେ ଇତିହାସ ରଚିଛନ୍ତି ବିରାଟ କୋହଲି। ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ଭାରତ ୩୨୬ ରନ କରି ୫ଟି ଓ୍ୱିକେଟ ହରାଇଛି। ଅଧିକ ତଥ୍ୟ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। 

IND Vs SA Score: ଭାରତର ସହଜ ବିଜୟ
LIVE Blog

India Vs South Africa: ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଘାତକ ବୋଲିଂ ବଳରେ ଭାରତ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସହଜ ବିଜୟ ହାସଲ କରିନେଇଛି। କୋଲକାତାର ଇଡେନ ଗାର୍ଡେନରେ ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତର ସହଜ ବିଜୟ ହାସଲ କରିନେଇଛି। ଏହା ସହିତ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି ଭାରତ। ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ତେବେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ବଲରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା। 

ଆଜିର ବ୍ଲଗକୁ ଏଠାରେ ସମାପ୍ତ କରୁଛୁ । ଶୁଭରାତ୍ରୀ।

05 November 2023
20:32 PM

IND Vs SA LIVE Score Updates: ଭାରତର ସହଜ ବିଜୟ 

କୋଲକାତାର ଇଡେନ ଗାର୍ଡେନରେ ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତର ସହଜ ବିଜୟ ହାସଲ କରିନେଇଛି। ଏହା ସହିତ ଚଳିତ ବିଶ୍ୱକପରେ ଅପରାଜେୟ ରହିଛି ଭାରତ। ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ତେବେ ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଟସ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୩୨୬ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୦୦ ରନ କରି ଅପରାଜିତ ରହିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୨୭.୧ ବଲରେ ମାତ୍ର ୮୩ ରନ କରି ଅଲଆଉଟ ହୋଇଯାଇଥିଲା। 

ଭାରତ: 326/05
ଦକ୍ଷିଣ ଆଫ୍ରିକା: 83/10

ତାବ୍ରିଜ ସାମ୍ସୀ: 4
ଲୁଙ୍ଗି ଏନଗିଡ଼ି: 00

ଭାରତ
ବୋଲର: କୂଳଦୀପ ଯାଦବ

28ମ ଓଭର: 
W

ଶେଷ ଓ୍ୱିକେଟ
ଲୁଙ୍ଗି ଏନଗିଡ଼ି: 00

20:28 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ନବମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 83/09

ତାବ୍ରିଜ ସାମ୍ସୀ: 4
ଲୁଙ୍ଗି ଏନଗିଡ଼ି: 00

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

27ମ ଓଭର: 
0.W.0.4.0.0

ଶେଷ ଓ୍ୱିକେଟ
କାଗିସୋ ରାବଡ଼ା: 6

20:22 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ଅଷ୍ଟମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 79/08

କାଗିସୋ ରାବଡ଼ା: 6
ଲୁଙ୍ଗି ଏନଗିଡ଼ି: 00

ଭାରତ
ବୋଲର: କୂଳଦୀପ ଯାଦବ

26ମ ଓଭର: 
0.0.1.W.0.4

ଶେଷ ଓ୍ୱିକେଟ
ମାର୍କୋ ଜେନସନ: 14

20:18 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 78/07

କାଗିସୋ ରାବଡ଼ା: 5
ମାର୍କୋ ଜେନସନ: 14

ଭାରତ
ବୋଲର: ଜଶପ୍ରିତ ବୁମରା

25ମ ଓଭର: 
0.0.0.0.0.4

ଶେଷ ଓ୍ୱିକେଟ
କେଶବ ମହାରାଜ: 7

20:15 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 74/07

କାଗିସୋ ରାବଡ଼ା: 5
ମାର୍କୋ ଜେନସନ: 10

ଭାରତ
ବୋଲର: କୂଳଦୀପ ଯାଦବ

24ମ ଓଭର: 
1.1.1.0.1.0

ଶେଷ ଓ୍ୱିକେଟ
କେଶବ ମହାରାଜ: 7

20:13 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 70/07

କାଗିସୋ ରାବଡ଼ା: 3
ମାର୍କୋ ଜେନସନ: 8

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

23ମ ଓଭର: 
0.0.0.0.0.0

ଶେଷ ଓ୍ୱିକେଟ
କେଶବ ମହାରାଜ: 7

20:11 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 70/07

କାଗିସୋ ରାବଡ଼ା: 3
ମାର୍କୋ ଜେନସନ: 8

ଭାରତ
ବୋଲର: କୂଳଦୀପ ଯାଦବ

22ମ ଓଭର: 
0.0.0.0.0.0

ଶେଷ ଓ୍ୱିକେଟ
କେଶବ ମହାରାଜ: 7

20:10 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 70/07

କାଗିସୋ ରାବଡ଼ା: 3
ମାର୍କୋ ଜେନସନ: 8

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

21ମ ଓଭର: 
0.0.0.0.0.1

ଶେଷ ଓ୍ୱିକେଟ
କେଶବ ମହାରାଜ: 7

20:04 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 69/07

କାଗିସୋ ରାବଡ଼ା: 2
ମାର୍କୋ ଜେନସନ: 8

ଭାରତ
ବୋଲର: କୂଳଦୀପ ଯାଦବ

20ମ ଓଭର: 
0.0.0.0.1.0

ଶେଷ ଓ୍ୱିକେଟ
କେଶବ ମହାରାଜ: 7

19:58 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ସପ୍ତମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 68/07

କାଗିସୋ ରାବଡ଼ା: 1
ମାର୍କୋ ଜେନସନ: 7

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

19ମ ଓଭର: 
1.0.1.W.1.0

ଶେଷ ଓ୍ୱିକେଟ
କେଶବ ମହାରାଜ: 7

19:56 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ଷଷ୍ଠ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 65/06

କେଶବ ମହାରାଜ: 6
ମାର୍କୋ ଜେନସନ: 7

ଭାରତ
ବୋଲର: କୂଳଦୀପ ଯାଦବ

18ମ ଓଭର: 
0.0.0.0.0.1

ଶେଷ ଓ୍ୱିକେଟ
ଡାଭିଡ଼ ମିଲର: 11

19:51 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପଞ୍ଚମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 64/06

କେଶବ ମହାରାଜ: 5
ମାର୍କୋ ଜେନସନ: 7

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

17ମ ଓଭର: 
0.0.W.0.4.1

ଶେଷ ଓ୍ୱିକେଟ
ଡାଭିଡ଼ ମିଲର: 11

19:42 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପଞ୍ଚମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 59/05

ଡାଭିଡ଼ ମିଲର: 11
ମାର୍କୋ ଜେନସନ: 7

ଭାରତ
ବୋଲର: ମହମ୍ମଦ ଶାମୀ

16ମ ଓଭର: 
1.1.0.0.Wd.2.2

ଶେଷ ଓ୍ୱିକେଟ
ରାସି ଭାନ ଦେର ଦୁସେନ: 13

19:39 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପଞ୍ଚମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 52/05

ଡାଭିଡ଼ ମିଲର: 10
ମାର୍କୋ ଜେନସନ: 2

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

15ମ ଓଭର: 
0.0.4.0.2.4

ଶେଷ ଓ୍ୱିକେଟ
ରାସି ଭାନ ଦେର ଦୁସେନ: 13

19:33 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପଞ୍ଚମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 42/05

ଡାଭିଡ଼ ମିଲର: 00
ମାର୍କୋ ଜେନସନ: 2

ଭାରତ
ବୋଲର: ମହମ୍ମଦ ଶାମୀ

14ମ ଓଭର: 
W.0.0.2.0.0

ଶେଷ ଓ୍ୱିକେଟ
ରାସି ଭାନ ଦେର ଦୁସେନ: 13

19:26 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 40/04

ଡାଭିଡ଼ ମିଲର: 00
ରାସି ଭାନ ଦେର ଦୁସେନ: 13

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

13ମ ଓଭର: 
1.1.0.1.W.0

ଶେଷ ଓ୍ୱିକେଟ
ହେନରିଚ କ୍ଲାସେନ: 01

19:21 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ତୃତୀୟ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 37/03

ହେନରିଚ କ୍ଲାସେନ: 00
ରାସି ଭାନ ଦେର ଦୁସେନ: 11

ଭାରତ
ବୋଲର: ମହମ୍ମଦ ଶାମୀ

12ମ ଓଭର: 
1.0.0.0.0.0

ଶେଷ ଓ୍ୱିକେଟ
ଆଡେନ ମାକ୍ରମ: 09

19:18 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ତୃତୀୟ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 36/03

ହେନରିଚ କ୍ଲାସେନ: 00
ରାସି ଭାନ ଦେର ଦୁସେନ: 10

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

11ମ ଓଭର: 
0.0.1.0.0.0

ଶେଷ ଓ୍ୱିକେଟ
ଆଡେନ ମାକ୍ରମ: 09

19:11 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ତୃତୀୟ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 35/03

ହେନରିଚ କ୍ଲାସେନ: 00
ରାସି ଭାନ ଦେର ଦୁସେନ: 09

ଭାରତ
ବୋଲର: ମହମ୍ମଦ ଶାମୀ

10ମ ଓଭର: 
0.4.4.0.W.0

ଶେଷ ଓ୍ୱିକେଟ
ଆଡେନ ମାକ୍ରମ: 09

fallback

19:10 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 27/02

ଆଡେନ ମାକ୍ରମ: 01
ରାସି ଭାନ ଦେର ଦୁସେନ: 09

ଭାରତ
ବୋଲର: ରବୀନ୍ଦ୍ର ଜାଡେଜା

ନବମ ଓଭର: 
1.0.W.1.4.0

ଶେଷ ଓ୍ୱିକେଟ
ତେମ୍ବା ବାଭୁମା: 11

19:07 PM

IND Vs SA LIVE Score Updates: ଭାରତକୁ ଦ୍ୱିତୀୟ ସଫଳତା

ଦ୍ୱିତୀୟ ଓ୍ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା। ଦଳର ଅଧିନାୟକ ତେମ୍ବା ବାଭୁମା ବ୍ୟକ୍ତିଗତ ୧୧ ରନ କରି ଆଉଟ ହୋଇଛନ୍ତି। ରବୀନ୍ଦ୍ର ଜାଡ଼େଜାଙ୍କ ଏକ ବଲକୁ ଖେଳିବାକୁ ଯାଇ କ୍ଲିନ ବୋଲ୍ଡ ହୋଇଛନ୍ତି ବାଭୁମା।

19:02 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 21/01

ତେମ୍ବା ବାଭୁମା: 11
ରାସି ଭାନ ଦେର ଦୁସେନ: 04

ଭାରତ
ବୋଲର: ମହମ୍ମଦ ସିରାଜ

ଅଷ୍ଟମ ଓଭର: 
0.0.0.0.0.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:58 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 21/01

ତେମ୍ବା ବାଭୁମା: 11
ରାସି ଭାନ ଦେର ଦୁସେନ: 04

ଭାରତ
ବୋଲର: ଜଶପ୍ରିତ ବୁମରା

ସପ୍ତମ ଓଭର: 
0.0.1.1.0.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:53 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 19/01

ତେମ୍ବା ବାଭୁମା: 10
ରାସି ଭାନ ଦେର ଦୁସେନ: 03

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର: 
1.0.0.0.0.1

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:49 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 17/01

ତେମ୍ବା ବାଭୁମା: 09
ରାସି ଭାନ ଦେର ଦୁସେନ: 02

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର: 
0.4.0.0.1.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:45 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 12/01

ତେମ୍ବା ବାଭୁମା: 04
ରାସି ଭାନ ଦେର ଦୁସେନ: 02

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର: 
0.2.1.2.0.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:41 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 07/01

ତେମ୍ବା ବାଭୁମା: 01
ରାସି ଭାନ ଦେର ଦୁସେନ: 00

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର: 
1.0.0.0.0.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:40 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ୱିକେଟର ପତନ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 06/01

ତେମ୍ବା ବାଭୁମା: 00
ରାସି ଭାନ ଦେର ଦୁସେନ: 00

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର: 
0.0.4.W.0.0

ଶେଷ ଓ୍ୱିକେଟ
କ୍ୱିଣ୍ଟନ ଡି କକ: 05

18:34 PM

IND Vs SA LIVE Score Updates: ଭାରତକୁ ପ୍ରଥମ ସଫଳତା

ପ୍ରଥମ ଓ୍ୱିକେଟ ହରାଇଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡି ଭାଙ୍ଗିବାରେ ସଫଳ ହୋଇଛନ୍ତି ମହମ୍ମଦ ସିରାଜ। ଓପନର ବ୍ୟାଟସମ୍ୟାନ କ୍ୱିଣ୍ଟନ ଡି କକଙ୍କୁ ଆଉଟ କରିଛନ୍ତି ମହମ୍ମଦ। ବ୍ୟକ୍ତିଗତ 5 ରନ କରି ପାଭିଲିଅନ ଫେରିଛନ୍ତି ଡିକକ। 

18:32 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକା ପାଇଁ ବିଶାଳ ବିଜୟ ଲକ୍ଷ୍ୟ

ଭାରତ: 326/05
ଦକ୍ଷିଣ ଆଫ୍ରିକା: 02/00

ତେମ୍ବା ବାଭୁମା: 00
କ୍ୱିଣ୍ଟନ ଡି କକ: 01

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର: 
0.0.0.0.Wd.0.1

17:57 PM

IND Vs SA LIVE Score Updates: ଶତକ ପୂରଣ କଲେ ବିରାଟ

ଭାରତ: 326/05

ବିରାଟ କୋହଲି: 101
ରବୀନ୍ଦ୍ର ଜାଡ଼େଜା: 29

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

50ତମ ଓଭର: 
0.Wd.6.4.4.1.1

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 22

17:50 PM

IND Vs SA LIVE Score Updates: ଶତକ ପୂରଣ କଲେ ବିରାଟ

ଭାରତ: 309/05

ବିରାଟ କୋହଲି: 100
ରବୀନ୍ଦ୍ର ଜାଡ଼େଜା: 14

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

49ମ ଓଭର: 
4.1.1.2.1.0

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 22

17:48 PM

IND Vs SA LIVE Score Updates: ଶତକ ପୂରଣ କଲେ ବିରାଟ

ଦିନିକିଆରେ ୪୯ତମ ଶତକ ପୂରଣ କଲେ ବିରାଟ। ଏହା ସହିତ ସେ ସଚିନ ତେନ୍ଦୁଲକରଙ୍କ ସହିତ ସମାନ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପରେ ସେ ୧୨୦ ବଲ ଖେଳି ୧୦୦ ପୂରଣ କରିଛନ୍ତି। 

fallback

17:40 PM

IND Vs SA LIVE Score Updates: ଭାରତର ପଞ୍ଚମ ଓ୍ୱିକେଟର ପତନ

ଭାରତ: 293/05

ବିରାଟ କୋହଲି: 97
ରବୀନ୍ଦ୍ର ଜାଡ଼େଜା: 01

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

47ମ ଓଭର: 
1.L1.1.1.4.0

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 22

17:39 PM

IND Vs SA LIVE Score Updates: ଭାରତର ପଞ୍ଚମ ଓ୍ୱିକେଟର ପତନ

ଭାରତ: 285/04

ବିରାଟ କୋହଲି: 91
ସୂର୍ଯ୍ୟକୁମାର ଯାଦବ: 22

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

46ମ ଓଭର: 
0.1.1.1.4.W

ଶେଷ ଓ୍ୱିକେଟ
ସୂର୍ଯ୍ୟକୁମାର ଯାଦବ: 22

17:29 PM

IND Vs SA LIVE Score Updates: ଭାରତର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 278/04

ବିରାଟ କୋହଲି: 89
ସୂର୍ଯ୍ୟକୁମାର ଯାଦବ: 17

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

45ମ ଓଭର: 
4.2.0.N1.0.4.4

ଶେଷ ଓ୍ୱିକେଟ
କେଏଲ ରାହୁଲ: 08

17:23 PM

IND Vs SA LIVE Score Updates: ଭାରତର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 262/04

ବିରାଟ କୋହଲି: 82
ସୂର୍ଯ୍ୟକୁମାର ଯାଦବ: 09

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

44ମ ଓଭର: 
1.0.1.2.1.4

ଶେଷ ଓ୍ୱିକେଟ
କେଏଲ ରାହୁଲ: 08

17:20 PM

IND Vs SA LIVE Score Updates: ଭାରତର ଚତୁର୍ଥ ଓ୍ୱିକେଟର ପତନ

ଭାରତ: 253/04

ବିରାଟ କୋହଲି: 78
ସୂର୍ଯ୍ୟକୁମାର ଯାଦବ: 04

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

43ମ ଓଭର: 
W.0.0.0.0.4

ଶେଷ ଓ୍ୱିକେଟ
କେଏଲ ରାହୁଲ: 08

17:18 PM

IND Vs SA LIVE Score Updates: ଭାରତର ଚତୁର୍ଥ ଝଟକା

କେଏଲ ରାହୁଲ ଆଉଟ। ଚତୁର୍ଥ ଓ୍ୱିକେଟ ଭାବେ କେଏଲ ରାହୁଲ ଆଉଟ। ବ୍ୟକ୍ତିଗତ ମାତ୍ର ୮ ରନ କରି ଆଉଟ ହୋଇ ପାଭିଲିଅନ ଫେରିଛନ୍ତି।

17:16 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 249/03

ବିରାଟ କୋହଲି: 79
କେଏଲ ରାହୁଲ: 07

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସି

42ମ ଓଭର: 
Wd. N. 0.0.Wd.1.0.1.Wd.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

17:09 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 243/03

ବିରାଟ କୋହଲି: 77
କେଏଲ ରାହୁଲ: 07

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

41ମ ଓଭର: 
1.1.1.1.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

17:03 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 239/03

ବିରାଟ କୋହଲି: 75
କେଏଲ ରାହୁଲ: 05

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

40ମ ଓଭର: 
0.1.1.1.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

16:59 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 236/03

ବିରାଟ କୋହଲି: 74
କେଏଲ ରାହୁଲ: 03

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡି

39ମ ଓଭର: 
1.0.1.1.0.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

16:51 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 227/03

ବିରାଟ କୋହଲି: 73
କେଏଲ ରାହୁଲ: 01

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

38ମ ଓଭର: 
4.1.0.0.0.1

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

16:46 PM

IND Vs SA LIVE Score Updates: ଭାରତର ତୃତୀୟ ଓ୍ୱିକେଟର ପତନ

ଭାରତ: 227/03

ବିରାଟ କୋହଲି: 68
କେଏଲ ରାହୁଲ: 00

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

37ମ ଓଭର: 
4.0.0.0.W.0

ଶେଷ ଓ୍ୱିକେଟ
ଶ୍ରେୟାସ ଆୟାର: 77

fallback

16:45 PM

IND Vs SA LIVE Score Updates: ଭାରତର ତୃତୀୟ ଝଟକା

ଦଳୀୟ ସ୍କୋରକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇବା ପରେ ପାଭିଲିୟନ ଫେରିଲେ ଶ୍ରେୟାସ ଆୟାର। ଶ୍ରେୟାସ ବ୍ୟକ୍ତିଗତ ୭୭ ରନ କରି ଆଉଟ ହୋଇଛନ୍ତି। 

16:41 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 223/02

ବିରାଟ କୋହଲି: 68
ଶ୍ରେୟାସ ଆୟାର: 73

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡା

36ମ ଓଭର: 
0.1.0.2.1.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:37 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 219/02

ବିରାଟ କୋହଲି: 67
ଶ୍ରେୟାସ ଆୟାର: 70

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

35ମ ଓଭର: 
4.0.Wd.0.0.1.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:31 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 213/02

ବିରାଟ କୋହଲି: 62
ଶ୍ରେୟାସ ଆୟାର: 70

ଦକ୍ଷିଣ ଆଫ୍ରିକା
ବୋଲର: ଆଡାମ ମାକ୍ରମ

34ମ ଓଭର: 
1.1.1.4.1.6

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:28 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 199/02

ବିରାଟ କୋହଲି: 56
ଶ୍ରେୟାସ ଆୟାର: 62

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

33ମ ଓଭର: 
1.1.0.0.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:20 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 196/02

ବିରାଟ କୋହଲି: 55
ଶ୍ରେୟାସ ଆୟାର: 60

ଦକ୍ଷିଣ ଆଫ୍ରିକା
ବୋଲର: ଆଡେନ ମାକ୍ରମ

32ମ ଓଭର: 
10.Wd.1.0.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:17 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ଶ୍ରେୟାସ

ଭାରତ: 193/02

ବିରାଟ କୋହଲି: 54
ଶ୍ରେୟାସ ଆୟାର: 59

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

31ମ ଓଭର: 
0.4.0.4.Wd.Wd.0.4

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:10 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ବିରାଟ

ଭାରତ: 179/02

ବିରାଟ କୋହଲି: 54
ଶ୍ରେୟାସ ଆୟାର: 47

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

30ମ ଓଭର: 
4.2.1.1.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:05 PM

IND Vs SA LIVE Score Updates: ଅର୍ଦ୍ଧଶତକ ପୂରଣ କଲେ ବିରାଟ

ଭାରତ: 170/02

ବିରାଟ କୋହଲି: 53
ଶ୍ରେୟାସ ଆୟାର: 39

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

29ମ ଓଭର: 
1.1.1.2.1.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

16:01 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 163/02

ବିରାଟ କୋହଲି: 49
ଶ୍ରେୟାସ ଆୟାର: 36

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

28ମ ଓଭର: 
1.0.6.0.2.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:57 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 153/02

ବିରାଟ କୋହଲି: 48
ଶ୍ରେୟାସ ଆୟାର: 27

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

27ମ ଓଭର: 
1.0.0.0.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:55 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 151/02

ବିରାଟ କୋହଲି: 47
ଶ୍ରେୟାସ ଆୟାର: 26

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

26ମ ଓଭର: 
1.2.1.1.Wd.0.2

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:50 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 143/02

ବିରାଟ କୋହଲି: 42
ଶ୍ରେୟାସ ଆୟାର: 24

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

25ମ ଓଭର: 
1.0.0.0.1.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:47 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 141/02

ବିରାଟ କୋହଲି: 41
ଶ୍ରେୟାସ ଆୟାର: 23

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

24ମ ଓଭର: 
0.1.0.0.Wd.1.4

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:44 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 134/02

ବିରାଟ କୋହଲି: 40
ଶ୍ରେୟାସ ଆୟାର: 18

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

23ମ ଓଭର: 
0.1.0.0.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:42 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 133/02

ବିରାଟ କୋହଲି: 40
ଶ୍ରେୟାସ ଆୟାର: 17

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସୀ

22ମ ଓଭର: 
0.1.4.1.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:38 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 127/02

ବିରାଟ କୋହଲି: 39
ଶ୍ରେୟାସ ଆୟାର: 12

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

21ମ ଓଭର: 
0.0.0.1.1.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:34 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 124/02

ବିରାଟ କୋହଲି: 37
ଶ୍ରେୟାସ ଆୟାର: 11

ଦକ୍ଷିଣ ଆଫ୍ରିକା
ବୋଲର: ତାବ୍ରିଜ ସାମସି

20ମ ଓଭର: 
Wd.0.1.Wd.0.0.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:28 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 121/02

ବିରାଟ କୋହଲି: 36
ଶ୍ରେୟାସ ଆୟାର: 11

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

19ମ ଓଭର: 
1.0.1.1.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:25 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 118/02

ବିରାଟ କୋହଲି: 34
ଶ୍ରେୟାସ ଆୟାର: 10

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

18ମ ଓଭର: 
2.0.4.0.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:21 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 111/02

ବିରାଟ କୋହଲି: 27
ଶ୍ରେୟାସ ଆୟାର: 10

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

17ମ ଓଭର: 
1.1.1.1.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:15 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 107/02

ବିରାଟ କୋହଲି: 25
ଶ୍ରେୟାସ ଆୟାର: 8

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

16ମ ଓଭର: 
0.1.0.1.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:10 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 105/02

ବିରାଟ କୋହଲି: 24
ଶ୍ରେୟାସ ଆୟାର: 7

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

15ମ ଓଭର: 
0.0.0.1.1.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:08 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 103/02

ବିରାଟ କୋହଲି: 23
ଶ୍ରେୟାସ ଆୟାର: 6

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

14ମ ଓଭର: 
1.0.1.1.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

15:03 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 99/02

ବିରାଟ କୋହଲି: 21
ଶ୍ରେୟାସ ଆୟାର: 4

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

13ମ ଓଭର: 
1.1.0.0.1.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

fallback

15:01 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 96/02

ବିରାଟ କୋହଲି: 19
ଶ୍ରେୟାସ ଆୟାର: 3

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

12ମ ଓଭର: 
0.0.0.0.2.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

14:57 PM

IND Vs SA LIVE Score Updates: ଭାରତର ଦ୍ୱିତୀୟ ଓ୍ୱିକେଟର ପତନ

ଭାରତ: 91/02

ବିରାଟ କୋହଲି: 19
ଶ୍ରେୟାସ ଆୟାର: 1

ଦକ୍ଷିଣ ଆଫ୍ରିକା
ବୋଲର: କେଶବ ମହାରାଜ

11ମ ଓଭର: 
1.0.Wd.W.0.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 23

14:55 PM

*IND Vs SA LIVE Score Updates: ଭାରତର ଦ୍ୱିତୀୟ ଝଟକା*

ଭାରତକୁ ଦ୍ୱିତୀୟ ଝଟକା। ବ୍ୟକ୍ତିଗତ ୨୩ ରନ କରି ପାଭିଲିଅନ ଫେରିଛନ୍ତି ଶୁବମନ ଗିଲ। କେଶବ ମହାରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିଅନ ଫେରିଛନ୍ତି ଶୁବମନ। 

14:51 PM

IND Vs SA LIVE Score Updates: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 91/01

ବିରାଟ କୋହଲି: 18
ଶୁବମନ ଗିଲ: 23

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

10ମ ଓଭର: 
0.4.4.1.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 40

14:47 PM

IND Vs SA LIVE Score Updates: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 82/01

ବିରାଟ କୋହଲି: 09
ଶୁବମନ ଗିଲ: 23

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

ନବମ ଓଭର: 
0.4.1.0.4.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 40

14:42 PM

IND Vs SA LIVE Score Updates: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 72/01

ବିରାଟ କୋହଲି: 04
ଶୁବମନ ଗିଲ: 18

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

ଅଷ୍ଟମ ଓଭର: 
0.0.4.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 40

14:39 PM

IND Vs SA LIVE Score Updates: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 68/01

ବିରାଟ କୋହଲି: 00
ଶୁବମନ ଗିଲ: 18

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

ସପ୍ତମ ଓଭର: 
0.0.0.6.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 40

14:35 PM

IND Vs SA LIVE Score Updates: ଭାରତର ପ୍ରଥମ ଓ୍ୱିକେଟର ପତନ

ଭାରତ: 61/01

ବିରାଟ କୋହଲି: 00
ଶୁବମନ ଗିଲ: 12

ଦକ୍ଷିଣ ଆଫ୍ରିକା
ବୋଲର: କାଗିସୋ ରାବଡ଼ା

ଷଷ୍ଠ ଓଭର: 
0.0.L1.0.W.0 

ଶେଷ ଓ୍ୱିକେଟ
ରୋହିତ ଶର୍ମା: 40

14:33 PM

IND Vs SA LIVE Score Updates: ଭାରତକୁ ପ୍ରଥମ ଝଟକା

ଭାରତକୁ ପ୍ରଥମ ଝଟକା। ବ୍ୟକ୍ତିଗତ ୪୦ ରନ କରି ପାଭିଲିଅନ ଫେରିଛନ୍ତି ରୋହିତ ଶର୍ମା। ରୋହିତଙ୍କ ସ୍ଥାନରେ ବ୍ୟାଟିଂ କରିବେ ବିରାଟ କୋହଲି। 

fallback

14:28 PM

IND Vs SA LIVE Score Updates: ଟସ ଜିତି ବ୍ୟାଟିଂ କରୁଛି ଭାରତ

ଭାରତ: 61/00

ରୋହିତ ଶର୍ମା: 40
ଶୁବମନ ଗିଲ: 12

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

ପଞ୍ଚମ ଓଭର: 
0.4.6.0.6.0 

14:19 PM

IND Vs SA LIVE Score Updates: ଟସ ଜିତି ବ୍ୟାଟିଂ କରୁଛି ଭାରତ

ଭାରତ: 45/00

ରୋହିତ ଶର୍ମା: 24
ଶୁବମନ ଗିଲ: 12

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କସ ଜାନସେନ

ଚତୁର୍ଥ ଓଭର: 
0.4.Wd.4.0.1.0

14:17 PM

IND Vs SA LIVE Score Updates: ଟସ ଜିତି ବ୍ୟାଟିଂ କରୁଛି ଭାରତ

ଭାରତ: 35/00

ରୋହିତ ଶର୍ମା: 15
ଶୁବମନ ଗିଲ: 12

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

ତୃତୀୟ ଓଭର: 
0.4.4.1.0.4

14:05 PM

IND Vs SA LIVE Score Updates: ଟସ ଜିତି ବ୍ୟାଟିଂ କରୁଛି ଭାରତ

ଭାରତ: 22/00

ରୋହିତ ଶର୍ମା: 08
ଶୁବମନ ଗିଲ: 06

ଦକ୍ଷିଣ ଆଫ୍ରିକା
ବୋଲର: ମାର୍କୋ ଜାନସେନ

ଦ୍ୱିତୀୟ ଓଭର: 
1.Wd.4wd.wd.0.4.Wd.0.4.0

fallback

14:04 PM

IND Vs SA LIVE Score Updates: ଟସ ଜିତି ବ୍ୟାଟିଂ କରୁଛି ଭାରତ

ଭାରତ: 05/00

ରୋହିତ ଶର୍ମା: 05
ଶୁବମନ ଗିଲ: 00

ଦକ୍ଷିଣ ଆଫ୍ରିକା
ବୋଲର: ଲୁଙ୍ଗି ଏନଗିଡ଼ି

ପ୍ରଥମ ଓଭର: 
0.0.0.4.0.1

13:40 PM

IND Vs SA LIVE Score Updates: ଦକ୍ଷିଣ ଆଫ୍ରିକା ଦଳ

ଦକ୍ଷିଣ ଆଫ୍ରିକାର ଚୂଡାନ୍ତ ଏକାଦଶ: କ୍ୱିଣ୍ଟନ ଡି କକ, ଟେମ୍ବା ବାଭୁମା, ରାସି ଭ୍ୟାନ ଦେର ଦୁସେନ, ଆଦେନ ମାକ୍ରମ, ହେନରିଚ କ୍ଲାସେନ, ଡେଭିଡ଼ ମିଲର, ମାର୍କୋ ଜେନସେନ, କେଶବ ମହାରାଜ, ତାବ୍ରିଜ ସାମସୀ, କାଗିସୋ ରାବଡ଼ା, ଲୁଙ୍ଗି ନିଗିଡ଼ି

13:37 PM

IND Vs SA LIVE Score Updates: ଭାରତୀୟ ଦଳ

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟାର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମୀ, ଜଶପ୍ରିତ ବୁମରା, କୂଳଦୀପ ଯାଦବ, ମହମ୍ମଦ ସିରାଜ

13:31 PM

IND Vs SA LIVE Score Updates: ପଡ଼ିଲା ଟସ

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଭାରତ। ବୋଲିଂ କରିବ ଦକ୍ଷିଣ ଆଫ୍ରିକା

12:58 PM

IND Vs SA LIVE Score Updates: ଜନ୍ମଦିନରେ ତୃତୀୟ ଦିନିକିଆ ଖେଳିବେ କୋହଲି

India Vs South Africa Live Score: ଆଜି ବିରାଟ କୋହଲିଙ୍କ ୩୫ତମ ଜନ୍ମଦିନ। ଜନ୍ମଦିନରେ ବିରାଟ କୋହଲି ତାଙ୍କର ତୃତୀୟ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହାପୂର୍ବରୁ ବିରାଟ ୨୦୧୫ ଏବଂ ୨୦୨୧, ୫ ନଭେମ୍ବରରେ ମ୍ୟାଚ୍ ଖେଳିଥିଲେ ଏବଂ ଭାରତ ଉଭୟ ମ୍ୟାଚ୍ ଜିତିଥିଲା। ତେବେ ଆଜି ବିରାଟ ଯଦି ଶତକୀୟ ଇନିଂସ ଖେଳୁଛନ୍ତି ତେବେ ସେ ସଚିନଙ୍କ ସହିତ ସମାନ ହେବେ। 

fallback

12:54 PM

India Vs South Africa Live Score: ଆପଣଙ୍କୁ ଆମର ଲାଇଭ ବ୍ଲଗକୁ ସ୍ୱାଗତ। ଆଜିର ଲାଇଭ ବ୍ଲଗରେ ଆଜି ଆମେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ସମ୍ପର୍କରେ ଟିକିନିଖ ଅପଡେଟ ପ୍ରଦାନ କରିବୁ। ମ୍ୟାଚ ତଥା ବିଶ୍ୱକପ ସମ୍ପର୍କିତ ଟିକିନିଖ ତଥ୍ୟ ଜାଣିବା ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ।