Mohammed Shami: ମହମ୍ମଦ ଶାମିଙ୍କ ସର୍ଜରୀ ସଫଳ, ଜାଣନ୍ତୁ ପୁଣି କେବେ ପଡି଼ଆକୁ ଓହ୍ଲାଇବେ ଏହି ଧୂଆଁଧାର ବୋଲର

Mohammed Shami: ଭାରତୀୟ (team india )ଦ୍ରୃତ ବୋଲର ମହମ୍ମଦ ଶାମିଙ୍କୁ (Indian cricketer Mohammed Shami) ନେଇ ଆସିଛି ଏକ ବଡ଼ ଖବର। ଯାହା ଶାମିଙ୍କ ଫ୍ୟାନ୍ସଙ୍କ ପାଇଁ କୌଣସି ଗୁଡ଼ ନ୍ୟୁଜ୍ ଠାରୁ କମ୍ ନୁହେଁ। ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି ।

Mohammed Shami: ମହମ୍ମଦ ଶାମିଙ୍କ ସର୍ଜରୀ ସଫଳ, ଜାଣନ୍ତୁ ପୁଣି କେବେ ପଡି଼ଆକୁ ଓହ୍ଲାଇବେ ଏହି ଧୂଆଁଧାର ବୋଲର