Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି

Odisha Election 2024: ନିର୍ବାଚନ ପାଖେଇ ଆସୁଛି। ସବୁ ଦଳ, ଗୋଷ୍ଠୀ, ପ୍ରଭାବଶାଳୀ ପରିବାର ନିଜ ହାତରେ କ୍ଷମତା କିପରି ଅତୁଟ ରହିବ ବା ଆଗକୁ ଆହୁରି ବଢ଼ିବ ସେଥିଲାଗି ପ୍ରସ୍ତୁତ ହେଉଛନ୍ତି। ସମସ୍ତଙ୍କ ଆଗରେ ଗୋଟିଏ ଆହ୍ୱାନ, ତାହା ହେଲା ‘ବିଜୟ’। ଏଥିଲାଗି କିଏ ଲୋକବଳକୁ ଗୁରୁତ୍ୱ ଦେଉଛି ତ ଆଉକିଏ ଅର୍ଥବଳକୁ; ପୁଣି ଏକ ପ୍ରତିଷ୍ଠିତ ଦଳରୁ ଟିକଟ ଖଣ୍ଡେ ପାଇବା ଲାଗି ବାହୁବଳ, ପ୍ରଭାବ ଓ ସମୀକରଣ ବି ଅନେକ ଗୁରୁତ୍ୱ ବହନ କରୁଛି। ଏପରି ସମୀକରଣ ଭିତରେ ପଛରେ ପଡ଼ି ନାହାନ୍ତି ରାଜ୍ୟର ରାଜପରିବାର।

Odisha Election 2024: ଓଡ଼ିଶା ରାଜନୀତିରେ ‘ରଜାଘର ଗୁମର’: ମଇଦାନରେ ରାଜପରିବାରର ୧୨ ପ୍ରତିନିଧି

About the Author