Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

Crime News: ଆଗକୁ ହୋଲି ଆସୁଥିବାରୁ ହୋଲିରେ ଭାଙ୍ଗ ବିକ୍ରୀ କରିବା ପାଇଁ ବିହାରରୁ ଭୁବନେଶ୍ୱରକୁ ଭାଙ୍ଗ ଚାଲାଣ ହେଉଥିଲା । ଭାଙ୍ଗ ଚୋରାଚାଲାଣ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ରେଡ୍ କରିଥିଲା ।

Crime News: ୩ ଭାଙ୍ଗ ବେପାରୀଙ୍କୁ ଧରିଲା ଅବକାରୀ ବିଭାଗ

About the Author