Road Accident: ଅଶୁଭ ରବିବାର! ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା, ୪ ମୃତ

ଅଶୁଭ ରବିବାର! ଟ୍ରକ୍ -ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘ

Road Accident: ଅଶୁଭ ରବିବାର! ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା, ୪ ମୃତ

About the Author