ASO Join: ୭୧୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ଆଜି ଆୟୋଜିତ ଏକ ନିଯୁକ୍ତି ପତ୍ର ପ୍ରଦାନ ଉତ୍ସବରେ ୭୧୬ ଜଣ ସହକାରୀ ସେକ୍ସନ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଯୁକ୍ତି ପ୍ରକ୍ରିୟାରେ ସଫଳତା ପାଇଁ ନିଯୁକ୍ତି ପାଇଥିବା ନୂତନ ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସହିତ ନିଯୁକ୍ତିଦାତା

ASO Join: ୭୧୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

About the Author