ବର୍ଷା ଓ ଅନୁଭବ ପାରିବାରିକ ମାମଲା, ଅଡୁଆରେ ଅନୁଭବ
Advertisement
Article Detail0/zeeodisha/odisha2350074

ବର୍ଷା ଓ ଅନୁଭବ ପାରିବାରିକ ମାମଲା, ଅଡୁଆରେ ଅନୁଭବ

Anubhaba and Barsa: ଆସନ୍ତା ଅଗଷ୍ଟ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଘଟଣାରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ନିକଟରେ ବର୍ଷା ଓ ଅନୁଭବ ଛାଡ଼ପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ। 

ବର୍ଷା ଓ ଅନୁଭବ ପାରିବାରିକ ମାମଲା, ଅଡୁଆରେ ଅନୁଭବ

କଟକ: ବର୍ଷା ଓ ଅନୁଭବ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହି। ତେବେ ଆଜି ଅନୁଭବଙ୍କୁ ଜେରା କରାଯାଇଛି। ଆସନ୍ତା ଅଗଷ୍ଟ ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଘଟଣାରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ନିକଟରେ ବର୍ଷା ଓ ଅନୁଭବ ଛାଡ଼ପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ। 

ଅନ୍ୟପଟେ ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଲାଗି ରହିଥିଲା। ହେଲେ ଏହାପରେ ବି ବର୍ଷାଙ୍କ ଅଭିଯୋଗକ୍ରମେ ଏହି ବିବାଦ ଏବେବି ଲାଗି ରହିଛି। କେବେ ଉଭୟଙ୍କ ମାମଲାର ଶେଷ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି।