Balasore Crime News: ପୁଣି ଯୌତୁକ ଜୁଇରେ ବଧୂ, ଛାତ ଉପରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ

Balasore Crime News: ବିବାହ ଦିନଠାରୁ ଯୌତୁକକୁ ନେଇ ଶାଶୁଘର ଲୋକେ ମିଲିକୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ । ଏପରିକି ଏକ ମଟର ସାଇକେଲ ଦାବି କରି ମିଲିକୁ ମାରପିଟ୍ ମଧ୍ୟ କରୁଥିଲେ। ଏନେଇ ଉଭୟ ପରିବାର ପକ୍ଷରୁ ବହୁବାର ଭଦ୍ର ବ୍ୟକ୍ତିଙ୍କୁ ଡ଼କାଯାଇ ସମାଧାନ କରାଯାଇଥିଲେ ସୁଦ୍ଧା ମିଲିଙ୍କ ଉପରେ ନିର୍ଯାତନା କମିନଥିଲା।

Balasore Crime News: ପୁଣି ଯୌତୁକ ଜୁଇରେ ବଧୂ, ଛାତ ଉପରୁ ଉଦ୍ଧାର ହେଲା ଅର୍ଦ୍ଧଦଗ୍ଧ ମୃତଦେହ
Image Credit: ସୌ(ସୋସିଆଲ ମିଡିଆ)

About the Author