BNI Dazzles: କଟକ ପରିଚୟ କରାଉଛି ନିଜର ଦକ୍ଷ ଓ ଅଭିଜ୍ଞ ନୂତନ ନେତୃତ୍ୱବୃନ୍ଦଙ୍କୁ
Advertisement

BNI Dazzles: କଟକ ପରିଚୟ କରାଉଛି ନିଜର ଦକ୍ଷ ଓ ଅଭିଜ୍ଞ ନୂତନ ନେତୃତ୍ୱବୃନ୍ଦଙ୍କୁ

BNI Dazzles ଏହାର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦଳର ତତ୍ତ୍ଵାବଧାନରେ ନବସୃଜନ, ସହଯୋଗ ଏବଂ ସମୃଦ୍ଧତାର ଏକ ରୋମାଞ୍ଚକର ଯାତ୍ରା ଆରମ୍ଭ କରୁଛି ।

BNI Dazzles: କଟକ ପରିଚୟ କରାଉଛି ନିଜର ଦକ୍ଷ ଓ ଅଭିଜ୍ଞ ନୂତନ ନେତୃତ୍ୱବୃନ୍ଦଙ୍କୁ

କଟକ: ୫ ଏପ୍ରିଲ ୨୦୨୪ରେ- BNI Dazzles The କଟକକୁ ସଶକ୍ତ କରିଛନ୍ତି ଏହାର ଦକ୍ଷ ନେତୃତ୍ୱ ଦଳ, ଯେଉଁଥିରେ ଅଛନ୍ତି  - ଭବନୀ ମହାନ୍ତି (ସଭାପତି), ଜ୍ଞାନ ରଂଜନ ବେହେରା (ଉପ ସଭାପତି), ପ୍ରଜ୍ଞା ସ୍ୱରପ ଦାସ (ସମ୍ପାଦକ), ସୌଭାଗ୍ୟ ବେହେରା (ମୁଖ୍ୟ ଉପଦେଷ୍ଟା) । ଯେଉଁ ମନଙ୍କୁ ନିଜ ଦୀର୍ଘ ଦିନର ଅଭିଜ୍ଞତା, କାର୍ଯ୍ୟ କୁଶଳତା ଓ ସମୟୋପଯୋଗୀ ମାର୍ଗଦର୍ଶନ କରିବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଅଗ୍ରୱାଲ । ଏହି ନେତାମାନେ BNI Dazzles Cuttack କୁ ସଫଳତା ହାସଲ ଦିଗରେ ଅଗ୍ରସର କରାଇବା ସହ ଉ ପଯୁକ୍ତ ନେତୃତ୍ୱ ବଳରେ ଏକ ଦ୍ରୁତ ଅଭିବୃଦ୍ଧି ଆଡ଼କୁ ଗତିଶୀଳ କରିବେ। ଏମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଏନଏ ଗ୍ରେଟର ଓଡିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଏସ ସୁନୀତା ମହାନ୍ତି ଏବଂ ଏମ ସାଦ ହାସମି (ସପୋର୍ଟ ଡାଇରେକ୍ଟର) ।

BNI Dazzles ଏହାର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦଳର ତତ୍ତ୍ଵାବଧାନରେ ନବସୃଜନ, ସହଯୋଗ ଏବଂ ସମୃଦ୍ଧତାର ଏକ ରୋମାଞ୍ଚକର ଯାତ୍ରା ଆରମ୍ଭ କରୁଛି ।

Also Read- ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସାଇବର ନିରାପତ୍ତା କାର୍ଯ୍ୟକ୍ରମ

Also Read- Budh Gochar 2024: ୧୮ ବର୍ଷ ପରେ ବୁଧ ଏବଂ ରାହୁଙ୍କ ଅପୂର୍ବ ସଂଯୋଗ, ୩ ରାଶିକୁ ବଡ଼ ଲାଭ