Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ

Odisha News: ବିକାଶ ଦିଗରେ ଆଗଉଛି ଓଡି଼ଶା। ଶିକ୍ଷା, ସ୍ବାସ୍ଥ୍ୟ,ଜୀବନ ଶୈଳୀ, ଭିର୍ତ୍ତିଭୂମି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister of Odisha, Naveen Patnaik)। ଏନେଇ ଗତ କିଛି ଦିନ ହେବ ରାଜ୍ୟରେ ଆରମ୍ଭ ହୋଇଛି ନିଯୁକ୍ତି ପର୍ବ । ଏନେଇ ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପର୍ବରେ ବିଭିନ୍ନ ବିଭାଗରେ ନବ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ।

Odisha News: ନିଯୁକ୍ତି ପର୍ବ, ଆଜି ବିଭିନ୍ନ ବିଭାଗର ୩୦୦ରୁ ଅଧିକ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ