Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର, ଜାଣନ୍ତୁ କାହିଁକି ଏମିତି କଲେ କଂଗ୍ରେସ ନେତା ହିମାଂଶୁ..

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର। ରସୁଣ ଦରବୃଦ୍ଧିକୁ ନେଇ ଖାଉଟିମାନେ ଚିନ୍ତା ପଡିଥିବା ବେଳେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି। ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ହିମାଂଶୁ ଭୂଷଣ ମଲ୍ଲିକ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର ଦିଆଯାଇଛି।

Odisha News: ନବ ଦମ୍ପତିଙ୍କୁ ରସୁଣ ମାଳ ଉପହାର, ଜାଣନ୍ତୁ କାହିଁକି ଏମିତି କଲେ କଂଗ୍ରେସ ନେତା ହିମାଂଶୁ..

About the Author