ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ

Swargadwar mobile app: ଲୋକଙ୍କ ସୁବିଧା ପାଇଁ ତଥା ସହଜରେ ଶବଦାହ ପାଇଁ ପଞ୍ଜିକରଣ କରିବା ପାଇଁ ନୂଆ ଏକ ମୋବାଇଲ୍ ଆପ୍ ଲୋକାର୍ପିତ କରାଯାଇଛି । ଏହି ଆପର ନାଁ ରହିଛି 'ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍' । ଏହି ମୋବାଇଲ୍ ଆପକୁ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ ଲୋକାର୍ପଣ କରିଛନ୍ତି ।

ଶବଦାହ ହେବ ସହଜ, ସ୍ୱର୍ଗଦ୍ୱାର ମୋବାଇଲ୍ ଆପ୍ ଲୋକାର୍ପିତ