Odisha News: ଲାଞ୍ଚ ନେବାବେଳେ ରାଜସ୍ବ ସହାୟକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Vigilance: ବଲାଙ୍ଗୀର ଜିଲ୍ଲାରେ ଜମି ପଟ୍ଟା ଦେବା ବାବଦକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରିଷ୍ଠ ରାଜସ୍ବ ସହାୟକଙ୍କୁ ବାନ୍ଧିଛି ଭିଜିଲାନ୍ସ (Vigilance) । ଅଭିଯୁକ୍ତ ହେଲେଟ ବାର୍ଲା ବଲାଙ୍ଗୀର (Balangir) ମୁରିବାହାଲ ତହସିଲରେ ରାଜସ୍ବ ସହାୟକ ଭାବେ କାର୍ଯ୍ୟରତ ।

Odisha News: ଲାଞ୍ଚ ନେବାବେଳେ ରାଜସ୍ବ ସହାୟକଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

About the Author