Ekamra Utsav 2024 : ଫେବୃଆରୀ ୩ରୁ ଆରମ୍ଭ ହେବାକୁ ଯାଉଛି ଏକାମ୍ର ଉତ୍ସବ

Ekamra Utsav 2024: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ l

Ekamra Utsav 2024 : ଫେବୃଆରୀ ୩ରୁ ଆରମ୍ଭ ହେବାକୁ ଯାଉଛି ଏକାମ୍ର ଉତ୍ସବ

About the Author