Sourav Ganguly: ଦାଦାଙ୍କ ଘରୁ ଚୋରି ହୋଇଗଲା ମୋବାଇଲ, ଥାନାରେ ମାମଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ତାଙ୍କ ଜେଜେବାପାଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି। ଯଦିଓ ଫୋନ୍ ଚୋରି ଦାଦାଙ୍କ ପାଇଁ ବଡ କ୍ଷତି ନୁହେଁ, କିନ୍ତୁ

Sourav Ganguly: ଦାଦାଙ୍କ ଘରୁ ଚୋରି ହୋଇଗଲା ମୋବାଇଲ, ଥାନାରେ ମାମଲା

About the Author