Odisha Politics: BJPରେ ମିଶିଲେ ବରିଷ୍ଠ ନେତା ଦେବାଶିଷ ନାୟକ

Odisha Politics: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ନିଜ ନିର୍ବାଚନ ମଣ୍ଡଳୀର ସମର୍ଥକଙ୍କ ସହିତ ଆଜି ବିଜେପିରେ ମିଶିବା ସମୟରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

Odisha Politics: BJPରେ ମିଶିଲେ ବରିଷ୍ଠ ନେତା ଦେବାଶିଷ ନାୟକ

About the Author