Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା

Matric Exam 2024: ପ୍ରଥମ ଦିନ ମାତୃଭାଷାରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ପରିଚାଳନା କରୁଛି ଏଆଇ କଣ୍ଟ୍ରୋଲ ରୁମ୍ ।

Matric Exam 2024: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ୧୦ ଜଣଙ୍କୁ ଧରିଲା AI କ୍ୟାମେରା

About the Author