ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ,ରାଉରକେଲାରେ ପଦଯାତ୍ରା କରିବେ ରାହୁଲ

Bharat Jodo Nyay Yatra: ଆଜି ଗସ୍ତର ଦ୍ବିତୀୟ ଦିନ ହୋଇଥିବା ବେଳେ ରାଉରକେଲାରୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ବେଦବ୍ୟାସ ମନ୍ଦିରରେ ଦର୍ଶନ ପରେ ଯାତ୍ରା ଆରମ୍ଭ କରିବେ ରାହୁଲ ।

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଦ୍ବିତୀୟ ଦିନ,ରାଉରକେଲାରେ ପଦଯାତ୍ରା କରିବେ ରାହୁଲ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author