Matric Exam 2024: ଆଜିଠୁ ମାଟ୍ରିକ୍ ପରୀକ୍ଷା, କପି ରୋକିବା ପାଇଁ ହୋଇଛି ଏହି ସବୁ ବ୍ୟବସ୍ଥା

Matric Exam 2024: ଆଜିଠାରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) (Board Of Secondary Education, Odisha) ଦ୍ବାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ହାଇସ୍କୁଲ୍ ସାର୍ଟିପିକେଟ୍ ପରୀକ୍ଷା ଦେବେ।

Matric Exam 2024: ଆଜିଠୁ ମାଟ୍ରିକ୍ ପରୀକ୍ଷା, କପି ରୋକିବା ପାଇଁ ହୋଇଛି ଏହି ସବୁ ବ୍ୟବସ୍ଥା

About the Author