Odisha News : ମୁଣ୍ଡିଆ ମାରି ଗୃହରୁ ବିଦାୟ ନେଲେ ସୁର, ଭାବବିହ୍ୱଳ ହୋଇ କହିଲେ ଏପରି କଥା...

ସେପଟେ ସୁରଙ୍କ ବିଦାୟ ସମୟରେ ପରଜଙ୍ଗ ବିଧାୟକ ନୃସିଂହ ସାହୁ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଛନ୍ତି। ଶ୍ରୀ ସାହୁ କହିଛନ୍ତି ୧୯୯୦ରୁ ବିଧାନସଭାକୁ ଆସୁଛନ୍ତି। ଏହା ତାଙ୍କର ଶେଷ ବିଧାନସଭା କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Odisha News : ମୁଣ୍ଡିଆ ମାରି ଗୃହରୁ ବିଦାୟ ନେଲେ ସୁର, ଭାବବିହ୍ୱଳ ହୋଇ କହିଲେ ଏପରି କଥା...

About the Author