Odisha News: ମାନସ ମଙ୍ଗରାଜ ହେଲେ ବିଜେଡ଼ିର ରାଜ୍ୟସଭା ହ୍ୱିପ
Advertisement
Article Detail0/zeeodisha/odisha1899784

Odisha News: ମାନସ ମଙ୍ଗରାଜ ହେଲେ ବିଜେଡ଼ିର ରାଜ୍ୟସଭା ହ୍ୱିପ

Odisha News: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳ ଏହାର ମୁଖ୍ୟ ଛାଟିଆ (ହ୍ୱିପ) ଭାବରେ ନିଯୁକ୍ତି କରିଛି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ମଙ୍ଗରାଜ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଛନ୍ତି।

ସୌ(ସୋସିଆଲ ମିଡିଆ)

Odisha News: ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ବିଜୁ ଜନତା ଦଳ ଏହାର ମୁଖ୍ୟ ଛାଟିଆ (ହ୍ୱିପ) ଭାବରେ ନିଯୁକ୍ତି କରିଛି- । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିବୃତ୍ତିରେ ଏହି ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ମଙ୍ଗରାଜ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଛନ୍ତି।

୨୦୨୨ ମସିହାରେ ଶ୍ରୀ ମଙ୍ଗରାଜଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲା। ଏହା ପୂର୍ବରୁ ସେ ରାଷ୍ଟ୍ରପହ୍ୟା ମନ୍ତ୍ରୀ କ୍ଷମତାରେ ରାଜ୍ୟ ସରକାରଙ୍କର ମିଡ଼ିଆ ସଂଯୋଜକ ଭାବରେ କାର୍ଯ୍ୟ କରି ଆସୁଥିଲେ। ରାଜ୍ୟସଭାରେ ଏବେ ବିଜେଡ଼ିର ୯ ଜଣ ସାଂସଦ ରହିଛନ୍ତି। ଓଡ଼ିଶାରୁ ୧୦ ଜଣ ସାଂସଦଙ୍କ ମଧ୍ୟରୁ ୯ ଜଣ ହେଉଛନ୍ତି ବିଜୁ ଜନତା ଦଳର ସାଂସଦ ରହିଛନ୍ତି।

ଏହା ବି ପଢନ୍ତୁ-୪୨୯ଟି ରାସ୍ତା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩ ମାସରେ କାମ ସାରିବାକୁ ନିର୍ଦ୍ଦେଶ

ଏହା ବି ପଢନ୍ତୁ-Weather: ଆଜି ବି ଛେଚିବ ବର୍ଷା! ୯ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କଲା ବିଭାଗ