Odisha News: ସ୍ବାଧିନତାର ୭୫ ବର୍ଷ ପରେ ଆଦିବାସୀ ଗାଁ କୁ ରାସ୍ତା ଓ ବିଜୁଳି ଆଲୁଅ ସାତ ସପନ

Odisha News: ସ୍ଵାଧୀନତାର ୭୫ ବର୍ଷ ପରେ ଆଜି ମଧ୍ୟ ଅନେକ ଆଦିବାସୀ ଗାଁ ଓ ଦଳିତ ଗାଁକୁ ରାସ୍ତା, ବିଜୁଳି ଆଲୁଅ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ସର୍ବନିମ୍ନ ମୌଳିକ ସେବା ସାତସପନ ହୋଇ ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଆର୍ ଡି ସିଙ୍କ ଅନୁପସ୍ଥିତିରେ ଅନୁସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ ଙ୍କ ସହ ବିସ୍ତୃତ ଆଲୋଚନା କରି ପ୍ରଦାନ କରାଯାଇଛି।

Odisha News: ସ୍ବାଧିନତାର ୭୫ ବର୍ଷ ପରେ ଆଦିବାସୀ ଗାଁ କୁ ରାସ୍ତା ଓ ବିଜୁଳି ଆଲୁଅ ସାତ ସପନ

About the Author