Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ମାର୍ଚ୍ଚରେ ୪୦ ଡିଗ୍ରୀ ଟପିଛି ପାରଦ । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ଯରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ପାଇବା ସହ ବହୁ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Weather Update: ଏହି ଦିନଠାରୁ ବଦଳିବ ପାଗ, ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା

About the Author