Odisha News: ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ, ପଞ୍ଚାୟତ ଘେରିଲେ ଗ୍ରାମବାସୀ..

Odisha News: ସରକାର ଗରିବ ଶ୍ରେଣୀର ଲୋକଙ୍କ ପାଇଁ ପିଡ଼ିଏସ ଚାଉଳ ବଣ୍ଟନ ବ୍ୟବସ୍ଥା କରିଛନ୍ତି। ଯାହା ଦ୍ୱାରା ବର୍ଷ ବର୍ଷ ଧରି ଅନେକ ପରିବାର ଏହା ଦ୍ୱାରା ଉପକୃତ ହୋଇଆସୁଛନ୍ତି। ମାତ୍ର କେନ୍ଦୁଝର ଜିଲ୍ଲାରେ ଏହି ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ ଦେଖିବାକୁ ମିଳିଛି।

Odisha News: ପିଡ଼ିଏସ ଚାଉଳ ବଣ୍ଟନକୁ ନେଇ ବିବାଦ, ପଞ୍ଚାୟତ ଘେରିଲେ ଗ୍ରାମବାସୀ..

About the Author