Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି, ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି

Odisha News: ଆଜି ଓଡି଼ଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi)। ଆଇଆଇଏମ ସମ୍ବଲପୁରର ନୂଆ କ୍ୟାମ୍ପସ (Sambalpur IIM)ଲୋକାର୍ପଣ ସହ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି଼ କରାଯାଇଛି।

Odisha News: ଆଜି ସମ୍ବଲପୁର ଆସୁଛନ୍ତି ମୋଦି,  ପଶ୍ଚିମ ଓଡି଼ଶାବାସୀଙ୍କୁ ଏତିକି କୋଟିର ପ୍ରକଳ୍ପ ଦେବେ ଭେଟି

About the Author