Puri News: ଆଜି ଶ୍ରୀମନ୍ଦିରରେ ମାଗଣାରେ କାନିକା -ଖେଚୁଡି଼ ଖାଇବେ ଭକ୍ତ , ତିନି ଦ୍ବାରରେ ମିଳିବ ଏହି ମହାପ୍ରସାଦ

Puri News: ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରୁ ପ୍ରସ୍ତୁତ ହେବ କନିକା (kechudi) ଓ ଖେଚୁଡି (kechudi)। ଏହି କାନିକା ଓ ଖେଚୁଡି଼ ମହାପ୍ରଭୁଙ୍କୁ (lord Jagannath) ଲାଗି ହେବା ପରେ ଭକ୍ତଙ୍କୁ ବଣ୍ଟାଯିବ। ଶ୍ରୀମନ୍ଦିରର ପଶ୍ଚିମ , ଉତ୍ତର ଓ ଦକ୍ଷିଣ ଦ୍ବାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ।

Puri News: ଆଜି ଶ୍ରୀମନ୍ଦିରରେ ମାଗଣାରେ କାନିକା -ଖେଚୁଡି଼ ଖାଇବେ ଭକ୍ତ , ତିନି ଦ୍ବାରରେ ମିଳିବ ଏହି ମହାପ୍ରସାଦ

About the Author