ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍

ଜଳେଶ୍ୱର ଥାନା ନିକଟସ୍ଥ ଏକ ଅଞ୍ଚଳରେ ଜଣେ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍ ହୋଇଛି । ଏ ସମ୍ପର୍କରେ ଦୋକାନୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ପାଖାପାଖି ୫ ଲକ୍ଷ ଟଙ୍କାର ବିଭିନ୍ନ ଗହଣା ସହିତ ନଗଦ ଟଙ୍କା ତାଙ୍କଠାରୁ ଲୁଟ୍ କରିଛନ୍ତି ଲୁଟେରା ।

ଜଳେଶ୍ୱରରେ କଳା ପଲସର ଆତଙ୍କ, ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍

About the Author