ଆରପିଏଫର ଚଢ଼ାଉ, ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ
Advertisement
Article Detail0/zeeodisha/odisha2306137

ଆରପିଏଫର ଚଢ଼ାଉ, ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ

ଟଙ୍କା ଚାଲାଣ ହେଉଥିବା ସମ୍ପର୍କରେ ବିଶେଷ ସୁତ୍ରରୁ ପୋଲିସ ଖବର ପାଇଥିଲା । ପରେ ତେଲେଙ୍ଗାନା ପୋଲିସ କଟକ ଆରପିଏଫକୁ ଏ ବାବଦରେ ଜଣାଇଥିଲା ।

ଆରପିଏଫର ଚଢ଼ାଉ, ଫଲକନାମା ଏକ୍ସପ୍ରେସରୁ ୨୪ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: କଟକ ଆରପିଏଫ ଏବଂ ତେଲେଙ୍ଗାନା ପୋଲିସର ମିଳିତ ସହଯୋଗରେ ଫଲକନାମା ଏକ୍ସପ୍ରେସରୁ ଜବତ ୨୪ ଲକ୍ଷ ଟଙ୍କା ଜବତ କରାଯାଇଛି । ବିହାରର ଦୁଇ ଯୁବକ ରାମନାରାୟଣ ଯାଦବ ଏବଂ ଶେଖ୍ ସିରାଜଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଛି ।

ସୂଚନା ମୁତାବକ, ଟଙ୍କା ଚାଲାଣ ହେଉଥିବା ସମ୍ପର୍କରେ ବିଶେଷ ସୁତ୍ରରୁ ପୋଲିସ ଖବର ପାଇଥିଲା । ପରେ ତେଲେଙ୍ଗାନା ପୋଲିସ କଟକ ଆରପିଏଫକୁ ଏ ବାବଦରେ ଜଣାଇଥିଲା । ଟ୍ରେନ୍ କଟକରୁ ଯାଜପୁର ଛାଡ଼ିବା ବେଳେ କଟକ ଆରପିଏଫ ପକ୍ଷରୁ ଚଢାଉ କରାଯାଇଥିଲା । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଦୁଇ ଯୁବକ ଆଣିଲେ ସେନେଇ ପଚରାଉଚରା କରାଯାଉଛି ।

Also Read- Parliament Session 2024: କାହା ହାତ ଧରି ସଂସଦରେ ପହଞ୍ଚିଲେ ଅଖିଳେଶ ଯାଦବ?

Also Read- Shukra Nakshatra Parivartan 2024: ଶୁକ୍ରଙ୍କ ଚଳନ ପ୍ରଭାବରୁ ୫ ରାଶିକୁ ମିଳିବ ଧନ