Ranendra Pratap Swain: ବିଧାୟକଙ୍କୁ ଶପଥ କରାଇବେ ରାଜା ସ୍ୱାଇଁ

Rajendra Pratap Swain: ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସଦସ୍ୟଙ୍କ ଭିତରୁ ସବୁଠାରୁ ବରିଷ୍ଠ ହେଉଛନ୍ତି ଶ୍ରୀ ସ୍ୱାଇଁ। ସେ ଆଠଗଡ଼ରୁ ୮ଥର ଗୃହକୁ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଯଦିଓ ଏଥର ବିଜେପି ସରକାର ଗଢ଼ିଛି ଏବଂ ଗୃହରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି କିନ୍ତୁ ବିଧି ଓ ପରମ୍ପରା ଅନୁସାରେ ବିଜେଡି ବିଧାୟକ ତାଙ୍କୁ ଶପଥ ପାଠ କରାଇବେ।

Ranendra Pratap Swain: ବିଧାୟକଙ୍କୁ ଶପଥ କରାଇବେ ରାଜା ସ୍ୱାଇଁ

About the Author