Odisha News: ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି

Odisha News: କୁଲି ମୁଲ ଲାଗି ପରିବାର ପ୍ରତିପୋଷଣ କରିଆସୁଥିବା ଗରିବ ଶ୍ରେଣୀର ଲୋକେ କିନ୍ତୁ ବର୍ତ୍ତମାନ ସମୟରେ କାମଧନ୍ଦା ନପାଇ ଆମ୍ବ ଟାକୁଆରୁ ଫଟାଇ ସେଥିରୁ କୋଇଲି ବାହାର କରି ଶୁଖାଇ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରୀ କରି ଦି ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ ଦିଗରେ ଲାଗିପଡିଛନ୍ତି ଅଞ୍ଚଳବାସୀ ।

Odisha News: ଆଦିବାସୀଙ୍କୁ ରୋଜଗାରର ରାହା ଦେଖାଉଥିବା ଆମ୍ବ ଟାଙ୍କୁର ଅଭାବୀ ବିକ୍ରି

About the Author