Odisha News: Z+ରୁ ଉଠିଲା ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍

Odisha News : ଜେଡ୍‍ ପ୍ଲସ୍‍ ସୁରକ୍ଷା (Z+ security )ଉପରେ ଆଉ ଭରସା ନାହିଁ। ଏଣିକି ମୁଖ୍ୟମନ୍ତ୍ରୀଙ୍କ (CM)ଲାଗି ସ୍ୱତନ୍ତ୍ର ସ୍କ୍ୱାଡ୍‍ କାର୍ଯ୍ୟ କରିବ (Special Squad Security ) । ୯୧ ଜଣ ସ୍ୱତନ୍ତ୍ର ଅଧିକାରୀ ତାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ନିଜ ଭିତରେ ହେଉଥିବା ଷଡ଼ଯନ୍ତ୍ର, ଅନ୍ତର୍ଘାତୀ କାର୍ଯ୍ୟ ତଥା ସମ୍ଭାବ୍ୟ ଆକ୍ରମଣକୁ ରୋକିବା ଲାଗି ଏହି ସ୍ୱତନ୍ତ୍ର ପୁଲିସ ସ୍କ୍ୱାଡ୍‍ କାର୍ଯ୍ୟ କରିବ। ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନେଇ ରାଜ୍ୟ ପୁଲିସର (odisha police) ସବୁଦିନିଆ ସମସ୍ୟା ଲାଘବ ହୋଇପାରିବ ବୋଲି ଆଶା କରାଯାଇଛି।

Odisha News: Z+ରୁ ଉଠିଲା ଭରସା, ଏଣିକି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କରିବ ସ୍ୱତନ୍ତ୍ର ସ୍କ୍ୱାଡ୍‍
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author