Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି

Heat Wave: ରାଜ୍ୟରେ ଆସନ୍ତା ୨ଦିନ କେମିତି ରହିବ ପାଣିପାଗ ସେନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ଖରା ସାଙ୍ଗକୁ ଆଉ କିଛି ସ୍ଥାନରେ ବଜ୍ରପାତ ହେବା ନେଇ ସତର୍କ ସୂଚନା ଦିଆଯାଇଛି ।

Heat Wave: ୪୫ ଡିଗ୍ରୀ ଛୁଇଁଲା ତାତି, ଆସନ୍ତା ୨ଦିନ ଗରମ ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି

About the Author