Crime news: ସ୍ତ୍ରୀ କୁ ହତ୍ୟା ପାଇଁ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

Crime news: ନିଜ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ସ୍ଵାମୀ ଦୀର୍ଘ ୮ ଦିନରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ଓ ତାଙ୍କ ପତ୍ନୀ ସାବିତ୍ରୀ ଖରା ନନ୍ଦପୁର କୁ ଆସିଥିଲେ ଆଧାର ଲିଙ୍କ ପାଇଁ। ତେବେ ସନ୍ଧ୍ୟା ସମୟରେ ଗ୍ରାମ କୁ ଯିବା ରାସ୍ତାରେ ଯେ ମୃତ୍ୟୁ ଅପେକ୍ଷା କରିଛି ଏହାର ଟେର ବି ପାଇ ନ ଥିଲେ ପତ୍ନୀ ସାବିତ୍ରୀ। ଖୋଦ ନିଜ ସ୍ବାମୀ ହିଁ ତାଙ୍କର ମୃତ୍ୟୁ ଦୂତ ଏହା ସେ କେବେ ବି ଭାବି ନ ଥିଲେ।

Crime news: ସ୍ତ୍ରୀ କୁ ହତ୍ୟା ପାଇଁ ସ୍ଵାମୀ ରଚିଥିଲା ବ୍ଲୁ ପ୍ରିଣ୍ଟ

About the Author