Bihar Floor Test: ସରଗରମ ବିହାର ରାଜନୀତି, ଆଜି ଆସ୍ଥା ଭୋଟ୍ ଲଢ଼ିବେ ନୀତୀଶ

Bihar Floor Test: ଆଜି ବିହାରରେ ଏନଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି। ଏଥିରେ ସମସ୍ତ ଦଳର ନିଜସ୍ୱ ମତାମତ ରଖିବେ।ଆଜି ସବୁଠୁ ବଡ ଚ୍ୟାଲେଞ୍ଜ ରହିଛି ନୀତୀଶଙ୍କ ଆଗରେ। ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବା ପରେ ବଡ଼ ପ୍ରଶ୍ନ ହେଉଛି ସେ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସମର୍ଥ ହେବେ କି ନାହିଁ?

Bihar Floor Test: ସରଗରମ ବିହାର ରାଜନୀତି, ଆଜି ଆସ୍ଥା ଭୋଟ୍ ଲଢ଼ିବେ ନୀତୀଶ

About the Author