CBSE Plan: ଦଶମରେ ୩ଟି ଭାଷାରେ ୭ଟି ବିଷୟ ଏବଂ ଦ୍ୱାଦଶରେ ୬ଟି ପେପର

CBSE Plan: ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ଏକାଡେମିକ୍ ଢାଞ୍ଚାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଯେଉଁଥିରେ ଦଶମ ଶ୍ରେଣୀରେ ଦୁଇଟି ଭାଷାରୁ ତିନୋଟି ଭାଷା ଅଧ୍ୟୟନ କରିବାକୁ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କୁହାଯାଇଛି ।

CBSE Plan: ଦଶମରେ ୩ଟି ଭାଷାରେ ୭ଟି ବିଷୟ ଏବଂ ଦ୍ୱାଦଶରେ ୬ଟି ପେପର

About the Author