ଆଇସକ୍ରିମରେ ଆଙ୍ଗୁଠି ପରେ ଏବେ ଆଳୁ ଚିପ୍ସରୁ ମିଳିଲା ମଲା ବେଙ୍ଗ

ଆଳୁ ଚିପ୍ସ ପ୍ୟାକେଟରୁ ଏକ ମଲା ବେଙ୍ଗ ବାହାରିଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଜାମନଗର ମ୍ୟୁନିସିପାଲିଟି କର୍ପୋରେସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଆଇସକ୍ରିମରେ ଆଙ୍ଗୁଠି ପରେ ଏବେ ଆଳୁ ଚିପ୍ସରୁ ମିଳିଲା ମଲା ବେଙ୍ଗ

About the Author