Funding NGOs: ସରକାରୀ କାର୍ଯ୍ୟ ବନ୍ଦ ପାଇଁ ଏନଜିଓଙ୍କୁ ମିଳୁଛି ବିଦେଶୀ ପାଣ୍ଠି: ସୁପ୍ରିମ କୋର୍ଟରେ ଆୟକର ବିଭାଗର ରିପୋର୍ଟ

Funding NGOs: ଜନସାଧାରଣ ପ୍ରକଳ୍ପ ବା ସରକାରୀ ପ୍ରକଳ୍ପକୁ ସ୍ଥଗିତ ରଖିବା ଏବଂ ଭାରତର ଆର୍ଥିକ ସ୍ୱାର୍ଥକୁ ପ୍ରଭାବିତ କରିବା ପାଇଁ ଭାରତୀୟ ଏନଜିଓ / ଟ୍ରଷ୍ଟକୁ ଅର୍ଥ ପ୍ରଦାନରେ ବିଦେଶୀ ସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ରହିଛି ବୋଲି ଆୟକର ବିଭାଗ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି।

Funding NGOs: ସରକାରୀ କାର୍ଯ୍ୟ ବନ୍ଦ ପାଇଁ ଏନଜିଓଙ୍କୁ ମିଳୁଛି ବିଦେଶୀ ପାଣ୍ଠି: ସୁପ୍ରିମ କୋର୍ଟରେ ଆୟକର ବିଭାଗର ରିପୋର୍ଟ

About the Author