Gold Rate Today: ସୁନା କିଣିବାକୁ ଅଛି କି ପ୍ଲାନ୍? ଜାଣନ୍ତୁ କେତେ ରହିଛି ଭରି ପିଛା ମୂଲ୍ୟ...
Advertisement
Article Detail0/zeeodisha/odisha2075578

Gold Rate Today: ସୁନା କିଣିବାକୁ ଅଛି କି ପ୍ଲାନ୍? ଜାଣନ୍ତୁ କେତେ ରହିଛି ଭରି ପିଛା ମୂଲ୍ୟ...

Gold Rate Today: ଆଜି ଅର୍ଥାତ୍ ବୁଧବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୭,୯୫୦ ଟଙ୍କା ରହିଛି। ସେପଟେ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୩,୨୦୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତକାଲି ଏବଂ ଆଜି ସୁନା ଓ ରୂପା ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିବା

Gold Rate Today: ସୁନା କିଣିବାକୁ ଅଛି କି ପ୍ଲାନ୍? ଜାଣନ୍ତୁ କେତେ ରହିଛି ଭରି ପିଛା ମୂଲ୍ୟ...

Gold Rate Today: ଆଜି ଅର୍ଥାତ୍ ବୁଧବାର ଦିନ ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଭାରତରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୭,୯୫୦ ଟଙ୍କା ରହିଛି। ସେପଟେ ବଜାରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୩,୨୦୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତକାଲି ଏବଂ ଆଜି ସୁନା ଓ ରୂପା ମୂଲ୍ୟରେ କୌଣସି ବୃଦ୍ଧି ଘଟିନଥିବା ଦେଖିବାକୁ ମିଳିଥିଲା। ତେବେ ଆସନ୍ତୁ ଜାଣିବା କେଉଁ ସହରରେ ସୁନା ଓ ରୂପା ମୂଲ୍ୟ କ’ଣ ରହିଛି..

ଯଦି ଆପଣ ଆଜି ସୁନା କିମ୍ବା ରୂପା କିଣିବା ପାଇଁ ଯୋଜନା କରୁଛନ୍ତି ତେବେ, ନଜର ପକାନ୍ତୁ ଆଜି ସୁନା ଦର କେଉଁ ସହରରେ କେତେ ରହିଛି। 

ଦିଲ୍ଲୀରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ :

-୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି- ୫୭,୯୫୦

-୧୦ ଗ୍ରାମ ପ୍ରତି ୪୧ କ୍ୟାରେଟ୍ ସୁନା ମୂଲ୍ୟ - ୬୩,୨୦୦

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୭,୮୦୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୦୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୯୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୭,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୦୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୨୯୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୫୮,୧୦୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୩୮୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୫୩୬ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୭,୯୫୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୨୦୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୪୧୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୭,୮୦୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୦୫୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୨୯୦ ଟଙ୍କା ରହିଛି ।