Harda Blast: କାରଖାନାରେ ବଡ଼ ଧରଣର ବିସ୍ଫୋରଣ, ୬ରୁ ଅଧିକ ମୃତ, ୧୦୦ରୁ ଅଧିକ ଗୁରୁତର..

Harda Blast: ମଧ୍ୟପ୍ରଦେଶର ଏକ ବାଣ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ସୂଚନା। ଏହି ବିସ୍ଫୋରଣରେ ୧୦୦ରୁ ଅଧିକ ଗୁରୁତର ଆହତ ହୋଇଥିବା ବେଳେ ଏଯାଏଁ ୬ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହିତ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

Harda Blast: କାରଖାନାରେ ବଡ଼ ଧରଣର ବିସ୍ଫୋରଣ, ୬ରୁ ଅଧିକ ମୃତ, ୧୦୦ରୁ ଅଧିକ ଗୁରୁତର..

About the Author