ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ PayTm ୱାଲେଟରୁ ଏଭଳି ନିଜ ବ୍ୟାଙ୍କ ଖାତାକୁ ପଠାନ୍ତୁ ଜମା ରାଶି

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କ (ପିପିବିଏଲ) ଉପରେ ପ୍ରତିବନ୍ଧକ ଲଗାଇଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ବ୍ୟବହାରକାରୀମାନେ ଦ୍ୱନ୍ଦ୍ୱରେ ଅଛନ୍ତି। ଉପଭୋକ୍ତାମାନଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ପେଟିଏମ୍ ୱାଲେଟରେ ସେମାନଙ୍କ ଟଙ୍କା ତାଙ୍କୁ ମିଳିବ ନା ନାହିଁ। ଏଠାରେ କହି ରଖୁ କି ଫେବୃଆ

ଆକାଉଣ୍ଟ ବନ୍ଦ ହେବା ପୂର୍ବରୁ PayTm ୱାଲେଟରୁ ଏଭଳି ନିଜ ବ୍ୟାଙ୍କ ଖାତାକୁ ପଠାନ୍ତୁ ଜମା ରାଶି

About the Author