Advertisement
Article Detail0/zeeodisha/odisha2126419
Zee OdishaOdisha TrendingWeightlifting training center:ବ୍ରହ୍ମପୁରରେ ଉଦଘାଟିତ ହେବାକୁ ଯାଉଛି ଭାରତର ସର୍ବବୃହତ ଭାରୋତ୍ତୋଳନ କେନ୍ଦ୍ର

Weightlifting training center:ବ୍ରହ୍ମପୁରରେ ଉଦଘାଟିତ ହେବାକୁ ଯାଉଛି ଭାରତର ସର୍ବବୃହତ ଭାରୋତ୍ତୋଳନ କେନ୍ଦ୍ର

ଦେଶକୁ ଅନେକ ବର୍ଷ ଧରି ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ପ୍ରଦାନ କରିଥିବା ବ୍ରହ୍ମପୁର ସହରରେ ଖୁବଶୀଘ୍ର ଉଦାଘାଟିତ ହେବାକୁ ଯାଉଛି ଦେଶର ସର୍ବବୃହତ ଭାରୋତ୍ତୋଳନକ ତାଲିମ କେନ୍ଦ୍ର ।  ଭାରତର ସର୍ବବୃହତ ଭାରୋତ୍ତୋଳନ କେନ୍ଦ୍ର ଭାବରେ ଏହି ଫେସିଲିଟି ଦେଶରେ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଏନେଇ

SOCIAL MEDIA
SOCIAL MEDIA

Weightlifting training center:

ଦେଶକୁ ଅନେକ ବର୍ଷ ଧରି ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ପ୍ରଦାନ କରିଥିବା ବ୍ରହ୍ମପୁର ସହରରେ ଖୁବଶୀଘ୍ର ଉଦାଘାଟିତ ହେବାକୁ ଯାଉଛି ଦେଶର ସର୍ବବୃହତ ଭାରୋତ୍ତୋଳନକ ତାଲିମ କେନ୍ଦ୍ର ।  ଭାରତର ସର୍ବବୃହତ ଭାରୋତ୍ତୋଳନ କେନ୍ଦ୍ର ଭାବରେ ଏହି ଫେସିଲିଟି ଦେଶରେ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଏନେଇ ଟ୍ୱିଟ୍ କରିଛନ୍ତି ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ।

ଭାରତରେ ଭାରୋତ୍ତୋଳନରେ ଗଞ୍ଜାମର ଅବଦାନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବ୍ରହ୍ମପୁରରେ ଦେଶର ସର୍ବ ବୃହତ ଭାରୋତ୍ତୋଳନ ତାଲିମ କେନ୍ଦ୍ର ନିର୍ମାଣ କରିଛନ୍ତି। ଗଞ୍ଜାମ ଭାରୋତ୍ତୋଳନ ଏକାଡେମୀରେ ସମସ୍ତ ଆନ୍ତର୍ଜାତୀୟ ଆଧୁନିକ ଉପକରଣ ଏବଂ ସୁବିଧା ସହିତ ୩୦ ଟି ପ୍ଲାଟଫର୍ମ ଅଛି ।  ଏଥିରେ ୨୦୦ଶଯ୍ୟା ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ଅଛି । ଏହା ଭାରୋତ୍ତୋଳନ ପାଇଁ ସର୍ବ ବୃହତ ତାଲିମ କେନ୍ଦ୍ର ହେବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଖୁବଶୀଘ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Add Zee News as a Preferred Source
About the Author