ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଅସୁସ୍ଥ, ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି

Jagadguru Rambhadracharya: ଫୁସଫୁସ ଜନିତ ସଂକ୍ରମଣ କାରଣରୁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଆଗ୍ରାର ପୁଷ୍ପଞ୍ଜଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂର୍ବାପେକ୍ଷା ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଛି ବୋଲି ଡାକ୍ତର କହିଛନ୍ତି। ବର୍ତ୍ତମାନ ମହାରାଜଙ୍କୁ ବିମାନ ଯୋଗେ ଉତ୍ତରାଖଣ୍ଡ ନେବାକୁ ଯୋଜନା କରାଯାଉଛି ।

ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ମହାରାଜ ଅସୁସ୍ଥ, ଆଗ୍ରା ଡାକ୍ତରଖାନାରେ ଭର୍ତ୍ତି

About the Author