କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

Lord Vishnu Idol: କ୍ରିଷ୍ଣା ନଦୀରୁ ଏକ ମୂର୍ତ୍ତି ଉଦ୍ଧାର କରାଯାଇଛି ଯାହା ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ସହ ମେଳ ଖାଉଛି । ଉକ୍ତ ମୂର୍ତ୍ତିଟି ଦୀର୍ଘ ପ୍ରାଚୀନ ବୋଲି କୁହାଯାଉଛି ।

କ୍ରିଷ୍ଣା ନଦୀରୁ ମିଳିଲା ଏହି ମୂର୍ତ୍ତି, ଦେଖିବାକୁ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ପରି

About the Author