Pakistan Election 2024: ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ; ଜାଣନ୍ତୁ ସେ କିଏ?

2024 Pakistan General Election Result ଲାହୋର ସ୍ଥିତ ଜାତୀୟ ସଂସଦ-୧୨୨ ଆସନରୁ ନିର୍ବାଚନ ଲଢୁଥିବା ତଲହା ସଇଦ ପରାସ୍ତ ହୋଇଛି। ଏହି ଆସନରେ ସେ ଷଷ୍ଠ ସ୍ଥାନରେ ରହିଥିବାର କୁହାଯାଉଛି।

Pakistan Election 2024:  ନିର୍ବାଚନରେ ମାଟି କାମୁଡିଲା ତଲହା ସଇଦ; ଜାଣନ୍ତୁ ସେ କିଏ?

About the Author