Petrol Diesel Price: ଖସିଲା ଲିଟର ପିଛା ପେଟ୍ରୋଲ-ଡିଜେଲ ମୂଲ୍ୟ, ଓଡ଼ିଶାରେ...

Petrol Diesel Price: ଫେବୃଆରୀ ୨୯ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନର ମୂଲ୍ୟ ବଢ଼ିଥିବା ଦେଖିବାକୁ ମିଳିଛି। ଗୁରୁବାର ଦିନ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲୋକମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

Petrol Diesel Price: ଖସିଲା ଲିଟର ପିଛା ପେଟ୍ରୋଲ-ଡିଜେଲ ମୂଲ୍ୟ, ଓଡ଼ିଶାରେ...

About the Author