Petrol Diesel Prices: କମିଲା ପେଟ୍ରୋଲ-ଡିଜେଲ୍ ରେଟ୍, ଜାଣନ୍ତୁ ଓଡି଼ଶାରେ କେତେ ରହିଛି ତୈଳ ଦର?

Petrol Diesel Prices: ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି। ଯାହା ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢାଇଛି। ତେବେ, ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ୍-ଡିଜେଲ୍ (Petrol Diesel Rates) ଦର ହ୍ରାସ ପାଇବ ବୋଲି ଖାଉଟି ଆଶା ରଖିଛନ୍ତି। ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ (Petrol Diesel latest Price) କିଛିଟା ପରିବର୍ତ୍ତନ ହୋଇଇଛି । ଓଡିଶାରେ ତୈଳ ଦର ହ୍ରାସ ପାଇଛି।

Petrol Diesel Prices: କମିଲା ପେଟ୍ରୋଲ-ଡିଜେଲ୍ ରେଟ୍, ଜାଣନ୍ତୁ ଓଡି଼ଶାରେ କେତେ ରହିଛି ତୈଳ ଦର?