Pulwama Attack Anniversary: ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ
Advertisement

Pulwama Attack Anniversary: ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ

Pulwama Attack 4 Year Anniversary: ପିଏମ ମୋଦିଙ୍କ ଏହି କିଛି ପଦ କଥା ହିଁ ଲେଖିଥିଲା ପୁଲୱାମା ଆକ୍ରମଣ (Pulwama Attack) ର ପ୍ରତିଶୋଧ କାହାଣୀ । ଆଜି ପୁଲୱାମା ଆକ୍ରମଣକୁ ୪ ବର୍ଷ ପୁରିଛି । ମନେ ପଡୁଛି ଶହୀଦଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଆଉ ଏସବୁ ଭିତରେ ପିଏମ ମୋଦିଙ୍କ ସେହି କେଇପଦ କଥା ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି । 

Pulwama Attack Anniversary: ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ

Pulwama Attack 4 Year Anniversary: ଯେତେବେଳେ ପୁଲୱାମା ଆକ୍ରମଣ (Pulwama Terror Attack 2019) ଘଟଣାକୁ ନେଇ ଦେଶବାସୀଙ୍କ ଭିତରେ ପ୍ରତିଶୋଧର ନିଆଁ ଜଳୁଥାଏ, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦେଇଥିଲେ ଆତଙ୍କବାଦୀ (Terrorist) ଙ୍କୁ କଡ଼ା ଚେତାବନୀ । ଆଉ ପିଏମ ମୋଦି (PM Modi) ଙ୍କ ଏହି କିଛି ପଦ କଥା ହିଁ ଲେଖିଥିଲା ପୁଲୱାମା ଆକ୍ରମଣ (Pulwama Attack) ର ପ୍ରତିଶୋଧ କାହାଣୀ । ଆଜି ପୁଲୱାମା ଆକ୍ରମଣ (Pulwama Attack) କୁ ୪ ବର୍ଷ ପୁରିଛି । ମନେ ପଡୁଛି ଶହୀଦଙ୍କ ତ୍ୟାଗ ଓ ବଳିଦାନର କାହାଣୀ । ଆଉ ଏସବୁ ଭିତରେ ପିଏମ ମୋଦି (PM Modi) ଙ୍କ ସେହି କେଇପଦ କଥା ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି । 

୪୦ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖି ଦେଶବାସୀ ପ୍ରତିଶୋଧର ନିଆଁରେ ଜଳୁଥାନ୍ତି । ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥାଏ । ଆଉ ଏହାରି ଭିତରେ ଦେଶବାସୀଙ୍କୁ ସମ୍ମୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) । ଏଭଳି ଏକ ଘଟଣା ପରେ ମୋଦି କିଛି କୁହନ୍ତୁ, ଏକଥା ଦେଶବାସୀ ଆଶା କରିବା ସ୍ୱଭାବିକ କଥା । ଆଉ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଲୱାମା ଆକ୍ରମଣ (Pulwama Terror Attack) କୁ ନେଇ ବିଭିନ୍ନ ସଭାରୁ ଆତଙ୍କବାଦୀଙ୍କୁ ଦେଇଥିଲେ କଡ଼ା ଚେତାବନୀ । 

ମୋଦିଙ୍କ ସେହି କେଇପଦ କଥା...

୧୬ ଫେବୃଆରୀ

ପୁଲୱାମା ଆକ୍ରମଣକାରୀଙ୍କୁ କେଉଁ ଦଣ୍ଡ ଦିଆଯିବ, ତାହା ଆମ ଯବାନ ନିଷ୍ପତ୍ତି ନେବେ । ଆପଣଙ୍କ ଆଖିରେ ଯେଉଁ ଲୁହ ବହୁଛି, ତାର ଜବାବ ନିଆଯିବ । 

ଅଧିକ ପଢ଼ନ୍ତୁ:-ଭଗବାନ ରାମ ଓ ମା ସୀତାଙ୍କ ବିବାହ ସମୟରେ କେତେ ଥିଲା ବୟସ, ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ଅଧିକ ପଢ଼ନ୍ତୁ:-ଗହଣା କିଣିବାର ସୁବର୍ଣ୍ଣ ସୁଯୋଗ: ସୁନା-ରୁପା ଦରରେ ବଡ଼ ଧରଣର ହ୍ରାସ, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଏୟାରଟେଲର ଦମଦାର୍ ପ୍ଲାନ୍: ମାତ୍ର ୨୫୦ ଟଙ୍କାରେ ପୂରା ୧୨ ମାସ ପାଇଁ ହୁଅନ୍ତୁ କଥା, ମିଳିବ ଇଣ୍ଟରନେଟ୍ ଡାଟା, SMS ଏବଂ ଅସୀମିତ କଲ୍

ଅଧିକ ପଢ଼ନ୍ତୁ:-ମହମ୍ମଦ ଶାମି କହିଲେ କାହିଁକି ସେ ନାଗପୁରରେ ଅକ୍ସରଙ୍କ ପରାମର୍ଶକୁ ଅଣଦେଖା କରି କରିଥିଲେ ଧମାକାଦାର ବ୍ୟାଟିଂ

୧୭ ଫେବୃଆରୀ

ଆପଣଙ୍କ ହୃଦୟରେ ଯେଉଁ ନିଆଁ ଜଳୁଛି, ତାହା ମୋ ହୃଦୟରେ ମଧ୍ୟ ଅଛି । 
ଖୋଜି ଖୋଜି ବଦଲା ନେବା ମୋ ପ୍ରକୃତି, ଆମ ସିଦ୍ଧାନ୍ତ । ଆମେ ଘରକୁ ପଶି ମାରିବୁ ।  ପିଏମ ମୋଦି (PM Modi) ଙ୍କ ଏହି ଭାଷଣ କେବଳ କଥାରେ ସୀମିତ ନଥିଲା । ୨୭ ଫେବୃଆରୀରେ ପାକିସ୍ତାନ ବାଲାକୋଟରେ ଥିବା ଆତଙ୍କୀ ଠିକଣା ଉପରେ ଏୟାର ଷ୍ଟ୍ରାଇକ (Balakot Air Strike) କରିଥିଲା ଭାରତ ।